Odisha Subhadra Yojana Form Online Application 2024 - News Lens Odisha

Odisha Subhadra Yojana Form Online Application 2024

 Odisha Subhadra Yojana Online and Offline Application Form has finally arrived. All district women of Odisha can apply for this Subhadra Yojana. Applicants must be at least 21 years of age by July 1. Can do for 10000 rupees per month. How to apply, what is the last date, documents, age limit, educational requirements, read till the end.

ଜାଣନ୍ତୁ ସୁଭଦ୍ରା ଫର୍ମକୁ କେମିତି ଭରିବେ, ଆଉ କ’ଣ କ’ଣ ପ୍ରମାଣପତ୍ର ଦେବେ ?

👉 ପ୍ରଥମେ ଆଧାର କାର୍ଡରେ ଥିବା ନାମ ଲେଖି, ଆଧାର ନମ୍ବର ଲେଖିବାକୁ ପଡ଼ିବ।

👉 ପରେ ସ୍ବାମୀ କିମ୍ବା ବାପାଙ୍କ ନାମ ଲେଖିପାରିବେ

👉 ଜନ୍ମ ତାରିଖ ସ୍ଥାନରେ ଆଧାର କାର୍ଡରେ ଥିବା ତାରିଖ ଦେବାକୁ ହେବ

👉 ଜୁଲାଇ ୧ ସୁଦ୍ଧା ଆବେଦନକାରୀଙ୍କୁ ଅତିକମ୍‌ରେ ୨୧ ବର୍ଷ ହେଉଥିବା ଦରକାର

👉 ପରେ ଜାତି ସଂପର୍କରେ ଥିବା ବକ୍ସରେ ଟିକ୍ ମାରିବାକୁ ହେବ

👉ମୋବାଇଲ ନମ୍ବର ବକ୍ସରେ ଆଧାର କାର୍ଡ ଲିଙ୍କ୍ ହୋଇଥିବା ନମ୍ବର ଦେବାକୁ ହେବ

👉 ବିକଳ୍ପ ଭାବେ ଆପଣ ଅନ୍ୟ ନମ୍ବର ବି ଦେଇପାରନ୍ତି

👉 ତାପରେ ଠିକଣା ଲେଖି, ଆଧାର ଲିଙ୍କ୍ ଥିବା ବ୍ୟାଙ୍କ ଆକାଉଣ୍ଟ ନମ୍ବର ଦେବାକୁ ହେବ

👉 ପର ପୃଷ୍ଠାରେ ଥବା ଯୋଗ୍ୟତା ମାନଦଣ୍ଡ ଆଧାରିତ ଏକ ଘୋଷଣା ପତ୍ରକୁ ନିଜେ ଆବେଦନକାରୀ ଦସ୍ତଖତ କରି ଆବେଦନ କରିବେ

👉 ଫର୍ମ ଫିଲଅପ୍ ପରେ ଏହା ସହ ନିଜର ଆଧାର କାର୍ଡ, ବ୍ୟାଙ୍କ ପାସବୁକ୍ ଓ ରାସନ କାର୍ଡର ଫଟୋକପି ଦେଇ ଅନଲାଇନରେ ସୁଭଦ୍ରା ପୋର୍ଟାଲରେ ଆବେଦନ କରିବେ

👉 ଏହାପରେ ଆବେଦନ ଗ୍ରହଣ ପତ୍ର ଆଣିବାକୁ ଯେମିତ ନ ଭୁଲନ୍ତି, ଯେଉଁଥିରେ ଆପଣଙ୍କ ଆବେଦନ ପତ୍ରର ନମ୍ବର ରହିଥିବ   | 


Know how to fill the Subhadra form, and what certificate to give?

  1. First write the name on the Aadhaar card and write the Aadhaar number.
  2. Later you can write the name of husband or father
  3. Date of birth should be given on Aadhaar card instead of date of birth
  4. Applicants must be at least 21 years of age as on July 1
  5. Then tick the box related to caste
  6. Aadhar card linked number should be given in the mobile number box
  7. Alternatively you can give any other number
  8. Then write the address and give the bank account number with Aadhaar link
  9. On the next page there will be a declaration letter based on the eligibility criteria to be signed by the applicant himself
  10. After filling up the form, apply online on Subhadra portal by giving photocopy of your Aadhaar card, bank passbook and ration card along with it.
  11. Then don't forget to bring your application receipt which will have your application number.

IMPORTANT LINK FOR -

Online Application Form : Click Here 

Form Download : Click Here