28_will_get_25_thousandSubhadra Yojana Scheme 2026

Good news for Subhadra Yojana 2026 beneficiaries. Subhadra money will be sent to women’s accounts in 2028. Eligible beneficiaries will get the first installment under the protection scheme. Those who are the first applicants and eligible beneficiaries will get five installments at once. Deputy Chief Minister Parvathi Parida has informed about this today.

Subhadra Yojana Scheme 2026 – Odia

୨୮ରେମିଳିବ୨୫_ହଜାର
ସୁଭଦ୍ରା ଯୋଜନା ହିତାଧୂକାରୀଙ୍କ ପାଇଁ ଖୁସି ଖବର । ୨୮ରେ ମହିଳାଙ୍କ ଆକାଉଣ୍ଟକୁ ଆସିବ ସୁଭଦ୍ରା ଟଙ୍କା । ରକ୍ଷା ବନ୍ଧନରେ ପ୍ରଥମ କିସ୍ତି ପାଇବେ ଯୋଗ୍ୟ ହିତାଧୂକାରୀ । ପ୍ରଥମ ଆପ୍ଲିକାଣ୍ଡ ଓ ଯୋଗ୍ୟ ହିତାଧୂକାରୀ ହୋଇଥିଲେ ଏକାଥରେ ପାଇବେ ପାଞ୍ଚଟି କିସ୍ତି । ଏନେଇ ଆଜି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

Related Post:-

Leave a Comment